ବୈବସ୍ୱତୀ ପ୍ରଭା Ba̲i̱baswatī prabhā
- ସଂ. ବି. (ଆଧୁନିକ ପ୍ରୟୋଗ) — ଦକ୍ଷିଣ ମେରୁ ପ୍ରଦେଶରେ ରାତ୍ରି ଅବିରତ 6 ମାସ ମଧ୍ୟରେ ବେଳେ ବେଳେ ଦେଖାଯିବା ନୈସର୍ଗିକ ଆଲୋକରାଶି — ଦକ୍ଷିଣ ମେରୁ ପ୍ରଦେଶରେ ରାତ୍ରି ଅବିରତ6ମାସ ମଧ୍ୟରେ ବେଳେ ବେଳେ ଦେଖାଯିବା ନୈସର୍ଗିକ ଆଲୋକରାଶି— Aurora Austrialis; the Southern Lights