ବୈଭୋଗ Ba̲i̱bhoga

  • ଗ୍ରା. ବି—(ସଂ. ବି+ଭୋଗ) — ଭୋଗ — Enjoyment
  • ଗ୍ରା. ବି—(ସଂ. ବି+ଭୋଗ) — (ଉ—ଯେ କିଛି ପୃଥ୍ୱୀରେ ବୈଭୋଗ, ସକଳ ସେ ପୁରେ ସଂଯୋଗ। ଜଗନ୍ନାଥ ଭାଗବତ।)