ବୈଭବ Ba̲i̱bhaba

  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ସମୃଦ୍ଧି; ଐଶ୍ୱର୍ଯ୍ଯ — Affluence; grandeur; pre-eminence
  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ଧନ; ସମ୍ପତ୍ତି — Riches; wealth
  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ଅମାନୁଷିକ ଶକ୍ତି; ବିଭୂତି — Divinity; extraordinary power
  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ଶକ୍ତି — Strength; might; power
  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ମହତ୍ତ୍ୱ; ମହିମା; ଗୌରବ — Glory; greatness
  • ସଂ. ବି (ବିଭବ+ସ୍ୱାର୍ଥେ ଅ) — ସମ୍ମାନ — Honour; respect