ବେ—ଆଦବ୍ Be-ādab

  • ବୈଦେ. ବିଣ—(ଫା. ବେ+ଆଦବ୍=ଶିଷ୍ଟାଚାର) — ଅଶିଷ୍ଟ; ଶିଷ୍ଟାଚାର ବହିର୍ଭୂତ; ଅଭଦ୍ର — Uncivil; impolite
  • ବୈଦେ. ବିଣ—(ଫା. ବେ+ଆଦବ୍=ଶିଷ୍ଟାଚାର) — ଧୃଷ୍ଟ — Insolent
  • ବୈଦେ. ବିଣ—(ଫା. ବେ+ଆଦବ୍=ଶିଷ୍ଟାଚାର) — ଦୂରନ୍ତ; ଦୁଷ୍ଟ — Wicked; wanton
  • ବୈଦେ. ବିଣ—(ଫା. ବେ+ଆଦବ୍=ଶିଷ୍ଟାଚାର) — ଅବାଧ୍ୟ — Uncontrollable; insubordinate