ବେ ହିସାବି Behisābi
- ବୈଦେ. ବି (ଫା. ବେହିସାବ୍) — ଶୃଙ୍ଖଳାହୀନତା — Want of order or method
- ବୈଦେ. ବି (ଫା. ବେହିସାବ୍) — ବଦ୍ ଖରଚ୍; ଅପବ୍ଯୟିତା — Squandering money
- ବୈଦେ. ବିଣ. — ଯେ ଗଣନା— ପୂର୍ବକ କାର୍ଯ୍ୟ ନ କରେ — Wanting in foresight
- ବୈଦେ. ବିଣ. — ଅବିବେଚକ — Inconsiderate
- ବୈଦେ. ବିଣ. — କାଣ୍ଡଜ୍ଞାନଶୂନ୍ଯ — Reckless; rash
- ବୈଦେ. ବିଣ. — ଆୟ ବ୍ଯୟ ପ୍ରତି ଯେ ଦୃଷ୍ଟି ନ ରଖେ — Reckless in expenditure
- ବୈଦେ. ବିଣ. — ଶୃଙ୍ଖଳାରହିତ — Methodless