ବେ—କରାରି Bekarāri

  • ବୈଦେ. ବିଣ— (କଚିରିଆ) (ଫା. ବେ+କରାର୍=ଚୁକ୍ତି) ଚିକ୍ତିବିହୀନ — Without agreement
  • ବୈଦେ. ବିଣ— (କଚିରିଆ) (ଫା. ବେ+କରାର୍=ଚୁକ୍ତି) ଚୁକ୍ତି ଦ୍ୱାରା ସ୍ଥିରୀକୃତ ହୋଇ ନ ଥିବା — Not settled by means of mutual agreement