ବେ—କରାମତି Be-karāmati

  • ବୈଦେ. ବିଣ—(ଫା. ବେ+କରାମତ୍=କ୍ଷମତା) — ଅକ୍ଷମ; କ୍ଷମତାହୀନ — Powerless; impotent
  • ବି — ଅକ୍ଷମତା — Powerlessness. impotence