ବେଢ଼ ଦେବା Beṟḍ̠ẖa debā

  • ଦେ. କ୍ରି (ସଂ. ବେଷ୍ଟନ) — ବେଢ଼ିବା; ଚାରିଆଡ଼େ ଘେରିବା — To surround; to blockade-
  • ଦେ. କ୍ରି (ସଂ. ବେଷ୍ଟନ) — [ଉ—ବୋଲୁଁ ଦେତ୍ୟବଳ ଅନିଳଗତିରେ ନୀଳ ଠଣା ବେଢ଼ ଦେଲେ—ଭଞ୍ଜ. ବୈଦେହୀଶବିଳାସ।]