ବେଡ଼୍ ପାନ୍ Beḍ-pān

  • ବୈଦେ. ବି. (ଇଂ) — ଶଯ୍ଯାଗତ ରୋଗୀ ବିଛଣାରେ ଶୋଇ ଥିବା ଅବସ୍ଥାରେ ଝାଡ଼ା ଫେରିବା ନିମନ୍ତେ ବ୍ୟବହୃତ ଚୀନମାଟିର ବା କଲେଇ କରାଯାଇଥିବା ଟିଣର ଏକପ୍ରକାର ଚଟକା ଶରା — Bed pan