ବେଡ୍ୟ Bedya

  • ସଂ. ବିଣ. (ବିଦ୍ ଧାତୁ+ କର୍ମ. ଯ) — ଯାହା ଜାଣିବା ଉଚିତ; ଜ୍ଞେୟ; ବୋଧ୍ୟ — Fit or proper to be known
  • ସଂ. ବିଣ. (ବିଦ୍ ଧାତୁ+ କର୍ମ. ଯ) — ସାକ୍ଷାତ୍କାର୍ଯ୍ୟ — Fit to be seen
  • ଦେ. ବି — ପରଂବ୍ରହ୍ମ — God
  • ଦେ. ବି — (ଉ— ବେଦ୍ୟ ବୋଲି ପରମ ବ୍ରହ୍ମ ଲକ୍ଷ୍ମୀସାଈଁ, ଯେଣୁଟି ସୁଖଦୁଃଖ ତାହାଙ୍କର ନାହିଁ। କୃଷ୍ଣସିଂହ ମହାଭାରତ ବନ।)