ବେଢ଼ଣି Beṟḍ̠ẖaṇi
- ଦେ. ବି (ସଂ. ବେଷ୍ଟନ) — ପରିଧି — Girth; circumference
- ଦେ. ବି (ସଂ. ବେଷ୍ଟନ) — ସ୍ତ୍ରୀଲୋକମାନଙ୍କର ପିନ୍ଧିବା ଛୋଟ ଲୁଗା — A small cloth worn by women
- ଦେ. ବି (ସଂ. ବେଷ୍ଟନ) — ବେଷ୍ଟନୀ — Surrounding; fencing
- ଦେ. ବି (ସଂ. ବେଷ୍ଟନ) — ଲୁଙ୍ଗୀ (ଦେଖ) — Luṅgi (See)
- ଦେ. ବି (ସଂ. ବେଷ୍ଟନ) — ଚାରିପାଖ ବାଡ଼ ବୁଜିବା — Fencing in; enclosing a place