ବେହୋସ୍ Behos

  • ବୈଦେ. ବିଣ. (ଫା. ବେହୋସ୍) — ଚୈତନ୍ୟ— ହୀନ; ଅଚେତନ — Unconscious; senseless
  • ବୈଦେ. ବିଣ. (ଫା. ବେହୋସ୍) — ନିର୍ବୋଧ — Foolish
  • ବୈଦେ. ବିଣ. (ଫା. ବେହୋସ୍) — ପାଗଲ୍; ଉନ୍ନତ୍ତ — Mad