ବେହେଲା ଛଡ଼ Behelā chhaṟḍ̠a

  • ଦେ. ବି — ବେହେଲା ତାରକୁ ଘଷିବା ପାଇଁ ବ୍ୟବହୃତ ଘୋଡ଼ାର ଲାଞ୍ଜ ବାଳରେ ନିର୍ମିତ ଧନୁ ଆକାରର କାଷ୍ଠ ଦଣ୍ଡବିଶେଷ — The bow of a violin