ବେହୋଦା Behodā

  • ବୈଦେ. ବିଣ. (ଫା. ବେହୁଦ୍ଦା) — ଅନ୍ୟାୟ — Wrong
  • ବୈଦେ. ବିଣ. (ଫା. ବେହୁଦ୍ଦା) — ଅନୁଚିତ — Improper
  • ବୈଦେ. ବିଣ. (ଫା. ବେହୁଦ୍ଦା) — [ଉ—ତୁମ୍ ଏସା ବେହୁଦା ସବାଲ କରୋଗେ ତ, ତୁମାରା ଓକାଲତୀ କେନ୍ସିଲ୍ କରଦେଗା—ଫକୀରମୋହନ. ଛମାଣ ଆଠଗୁଣ୍ଠ।]
  • ବୈଦେ. ବିଣ. (ଫା. ବେହୁଦ୍ଦା) — ଅନିୟମିତ — Irregular
  • ବୈଦେ. ବିଣ. (ଫା. ବେହୁଦ୍ଦା) — ନିୟମ ଲଙ୍ଘନ— କାରୀ — Transgressing or infriging a rule