ବେହେଲା କମାଣି Behelā kamāṇi

  • ଦେ. ବି. (ସଂ. ବଲ୍ଲକୀ+କମାଣ) — ବେହେଲା ତାରକୁ ଟେକି ଧରିଥିବା ପାନିଆ ଆକାରର ଖଣ୍ଡିଏ ପତଳା କାଠ — A comb-shaped bit of thin wood supporting the strings of the violin
  • ଦେ. ବି. (ସଂ. ବଲ୍ଲକୀ+କମାଣ) — ବେହେଲା ଛଡ଼ (ଦେଖ) — Behelā chhaṟḍ̠a (See)