ବେହେରା Beherā
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — ଯାନ ବାହକ; ପାଲିଙ୍କିବାହକ — Palki bearer
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — କେତେକ ଉତ୍କଳୀୟ ଶୂଦ୍ର ଓ ବୈଶ୍ୟଙ୍କ ବଂଶୋପାଧି — Family title of certain Ṡūdras and Ba̲i̱ṡyas of Orissa
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — [ଦ୍ର—ଗଉଡ଼, ପାଟରା, କେଉଟ, ଚମାର, ଶିଆଳ ଓ ଅନ୍ୟ କେତେ ଜାତିଙ୍କ ବଂଶୋପାଧି ବେହେରା ଅଟେ।
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — ହାଟୁଆ ଜାତିର ନେତା ବା ଦଳପତି; ଜାତିବେହେରା — The headman of a caste guild
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — ଭୃତ୍ୟ — Servant
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — (ଉ—ବାବୁ ପରେ ଦିଏ ବସାଇ ବେହେରା—ରାଧାନାଥ ଦରବାର।
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — ମାଲିକ — Owner; master
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — (ଉ—ବେଶ କରି ସାରିଥିଲେ ଆଗୁଆଣି—ବେହେରାଏ ସର୍ବ ଶୋଭା ପୁରୀ ପୁଣି। ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି. ପୁଂ (ସଂ. ବାହକ; ତୁଳ ବିହାର=ଲୀଳା, ଭ୍ରମଣ, ତୁଳ. ଇଂ. ବେଆରର୍) — [ଦ୍ର—ଉତ୍କଳର ଭିନ୍ନ ଭିନ୍ନ ଅଞ୍ଚଳରେ ଗଉଡ଼, ବାଉରି ପାଣ, ହାଡ଼ି, କନ୍ଧ ଓ ସାନ୍ତାଳ— ମାନେ ପାଲିଙ୍କି ବେହେରା କାର୍ଯ୍ୟ କରନ୍ତି।]
- ପ୍ରାଦେ. (ଜୟପୁର) ବି ଚାଷ ମୁଲିଆଙ୍କ ସର୍ଦାର୍; ଖମାରେଈ — The head amongst the servants engaged for agriculture