ବେହେରାଣୀ Beherāṇī

  • ଦେ. ବି. ସ୍ତ୍ରୀ — ବେହେରା ଜାତିର ସ୍ତ୍ରୀ — A woman of the Beherā caste
  • ଦେ. ବି. ସ୍ତ୍ରୀ — (ସଂ. ବିହାର ଶବ୍ଦରୁ ବିହାରିଣୀ; ରାଜା ଯାହା ସାଙ୍ଗେ ବିହାର କରନ୍ତି)—ରାଜା ରକ୍ଷିତା ସ୍ତ୍ରୀ — The concubine of a Raja