ବେହେଣ୍ଟା Beheṇṭā

  • ଦେ. ବି. — ଛୋଟ ଓ ସଳଖ ବନ୍ୟ ବୃକ୍ଷ ବିଶେଷ — L. Lemonia
  • ଦେ. ବି. — [ଦ୍ର—ଏହାର କାଠ ଶକ୍ତ ଓ ଏ ଗଛର କାଠରେ ଶଗଡ଼ର ଅଖ ତିଆରି ହୁଏ।]
  • ଦେ. ବି. — ବେଁଟା (ଦେଖ) — Beñṭā (See)