ବେହେରା ପଧାନ Beherā padhāna

  • ଦେ. ବି — (ପ୍ରାଚୀନ ଓଡ଼ିଶାର) କୃଷକ ସୈନ୍ୟଦଳର ନେତା — The captain or leader of the militia of ancient Orissa
  • ଦେ. ବି — କେତେକ ହାଟୁଆ ଜାତିର ନେତା — The headman of some caste-guilds