ବେରଙ୍ଗ Beraṅga
- ବୈଦେ. ବି—(ଫା. ବେରଙ୍) — ଅନ୍ୟରଙ୍ଗ; ବର୍ଣ୍ଣା— ନ୍ତର — Another colour
- ବୈଦେ. ବି—(ଫା. ବେରଙ୍) — ବଦରଙ୍ଗ; ତାସ ଖେଳରେ କଟା ହୋଇଥିବା ରଙ୍ଗ ବ୍ୟତୀତ ଅନ୍ୟ ରଙ୍ଗର ତାସ — Cards of a class different from the one which has turned out at the cutting
- ବୈଦେ. ବି—(ଫା. ବେରଙ୍) — ଯେଉଁ ଡାକ ଚିଠିରେ ପ୍ରେରକ ଟିକଟ ମାରି ନ ଥାଏ; ବେଆରିଙ୍ଗ — Unpaid letter
- ବୈଦେ. ବିଣ — ଅନ୍ୟ ବର୍ଣ୍ଣଯୁକ୍ତ — Of another colour
- ବୈଦେ. ବିଣ — ବିବର୍ଣ୍ଣ; ଯାହାର ରଙ୍ଗ ବା ବର୍ଣ୍ଣ ବିକୃତ ହୋଇଥାଏ — Pale; discoloured
- ବୈଦେ. ବିଣ — ବର୍ଣ୍ଣହୀନ — Colourless
- ବୈଦେ. ବିଣ — ପ୍ରଭାହୀନ — Shorn of lustre