ବେରଜ୍ ମିଳାଇବା Berj miḻāibā

  • ଦେ. କ୍ରି — ହିସାବରେ ସ୍ତମ୍ଭାକାରରେ ଲେଖା ଥିବା ଅଙ୍କମାନଙ୍କର ମିଶାଣ କରି ହିସାବ କରିବା — To check an account by totalling up the figures written in columns