ବେର Bera

  • ସଂ. ବି—(ବୀ ବା ଅଜ୍ ଧାତୁ= ଗମନ କରିବା+କର୍ତ୍ତୃ. ର) — ଶରୀର; ଦେହ — Body
  • ସଂ. ବି—(ବୀ ବା ଅଜ୍ ଧାତୁ= ଗମନ କରିବା+କର୍ତ୍ତୃ. ର) — କୁଙ୍କୁମ — Saffron
  • ସଂ. ବି—(ବୀ ବା ଅଜ୍ ଧାତୁ= ଗମନ କରିବା+କର୍ତ୍ତୃ. ର) — ବାଇଗଣ — Brinjal
  • ଗ୍ରା. ବି (ଇତର ଜନଙ୍କ ଉଚ୍ଚାରଣ ଦୋଷରୁ 'ଳ' ସ୍ଥାନରେ ର) — ବେଳ — Timer