ବେରସିଦ୍ Berasid

  • ଦେ. ବିଣ. (ବେ+ରସିଦ) — ରସିଦ୍ ବା ପ୍ରାପ୍ତିସ୍ୱୀକାର ପତ୍ର ନିଆ ନ ଯାଇ ଦିଆ ଯାଇଥିବା (ଧନ ବା ବସ୍ତୁ ଆଦି) — (articles) Given or paid without a receipt being granted