ବେଫସନ୍ଦ Bephasanda

  • ବୈଦେ. ବିଣ. (ଫା. ବେପସନ୍ଦ୍) — ଅମନୋନୀତ; ଗରପସନ୍ଦ — Unapproved
  • ବୈଦେ. ବିଣ. (ଫା. ବେପସନ୍ଦ୍) — ବିଶ୍ୱାସର ଅଯୋଗ୍ୟ — Unbelievable