ବେବର୍ତ୍ତା Bebarttā
- ଦେ. ବି—(ସଂ. ବ୍ଯବହର୍ତ୍ତା) — ବେଭାରୀ; ମେନେଜର — Manager
- ଦେ. ବି—(ସଂ. ବ୍ଯବହର୍ତ୍ତା) — ତତ୍ୱବଧାରକ — Superintendent; supervisor
- ଦେ. ବି—(ସଂ. ବ୍ଯବହର୍ତ୍ତା) — କାର୍ଯ୍ୟାଧ୍ୟକ୍ଷ — Head of an establishment
- ଦେ. ବି—(ସଂ. ବ୍ଯବହର୍ତ୍ତା) — ରାଜଦତ୍ତ ଉପାଧିବିଶେଷ — A title given by Rajas