ବେପାର Bepāra

  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — ବ୍ଯବସାୟ; ବାଣିଜ୍ୟ — Trade; business
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — (ଉ—ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି, ଜାଣେ ବେପାର ସଦବୁଦ୍ଧି। ଜଗନ୍ନାଥ— ଭାଗବତ।)
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — ପେଶା; ଜୀବିକା — Profession
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — ଘଟଣା; ବ୍ୟାପାର; କାର୍ଯ୍ୟ — Event; work; action
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — ଅଳ୍ପ ମୂଳଧନରେ ବ୍ଯବସାୟ — Petty trade
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — ଆଡ଼ତି; ପାଇଟି; କାମ — The works of a household
  • ଦେ. ବି (ସଂ. ବ୍ୟବହାର; ବ୍ୟାପାର) — (ଉ—ଯଶୋଦା ବୋଲନ୍ତି ଉତ୍ତର, ଘର ବେପାର ତୁମ୍ଭେ କର। ଜଗନ୍ନାଥ ଭାଗବତ।)