ବେବରଦାସ୍ତ Bebaradāst

  • ବୈଦେ. ବିଣ—(ଫା. ବେ ବରଦାସ୍ତ) — ଅସହିଷ୍ଣୁ — Impatient
  • ବୈଦେ. ବିଣ—(ଫା. ବେ ବରଦାସ୍ତ) — ଅସହ୍ୟ — Intolerable; unbearable
  • ବୈଦେ. ବିଣ—(ଫା. ବେ ବରଦାସ୍ତ) — [ଉ—ଏ କଥାଟା ନିହାଏତ ବେବରଦାସ୍ତ୍। ଫକୀର ମୋହନ. ଛମାଣ ଆଛଗୁଣ୍ଠ।]
  • ଦେ. ବି — ଅସହିଷ୍ଣୁତା — Impatience