ବେଦମାତା Bedamātā

  • ସଂ. ବି. ସ୍ତ୍ରୀ — ଗାୟତ୍ରୀ — A mantra in the Vedas
  • ସଂ. ବି. ସ୍ତ୍ରୀ — ଦୁର୍ଗା — Durgā
  • ଦେ. ବି — ସରସ୍ୱତୀ ନଦୀ — The river Saraswati
  • ଦେ. ବି — [ଉ—ନାହିଁରେ ଭାରତ ବକ୍ଷେ ଆଜି ସେ ସରିତ ବେଦ— ମାତା। ମଧୁସୂଦନ. ଭାରତଭାବନା।]
  • ଦେ. ବି — ବିରଜା — Goddess Birajā
  • ଦେ. ବି — [ଉ—ତେଣୁଟି ବେଦ— ମାତାଙ୍କୁ ବିରଜା କହି। ପ୍ରାଚୀ. ରହସ୍ୟମଞ୍ଜରୀ।]