ବେଦମତୀ Bedamaṭī

  • ଦେ. ବି. ସ୍ତ୍ରୀ. (ସଂ. ବେଦବତୀ) — ବେଦବତୀ (ଦେଖ) — Bedabatī (See)
  • ଦେ. ବି. ସ୍ତ୍ରୀ. (ସଂ. ବେଦବତୀ) — [ଉ—ବେଦମତୀରେ ମତି ବଳାଇ, ଦେଲା ସେ କନ୍ଯା ତନୁ ଜଳାଇ, ମୋ ହେତୁ ମୃତ୍ୟୁ ଏ ଶାପ ପାଇ ତହୁଁ ଚପଳେ। ଭଞ୍ଜ. ବୈଦେହୀଶବିଳାସ।]