ବେଦାଣ୍ଡ Be dāṇḍa

  • ଦେ. ବିଣ — ଲୋକଚାରବିରୁଦ୍ଧ — Against the custom of the country
  • ଦେ. ବିଣ — ଅନ୍ୟାୟ; ବେନିୟମ — Illegal; irregular
  • ଦେ. ବିଣ — ଅନୁପଯୁକ୍ତ — Improper