ବେତ୍ରକ Betraka

  • ଦେ. ବି—(ସଂ. ବେତ୍ରକର) — ଦ୍ୱାରପାଳ; ବେତ୍ରହସ୍ତ ପାଇକ — Door-keeper
  • ଦେ. ବି—(ସଂ. ବେତ୍ରକର) — [ଉ—ବାରତା କହି ସାମନ୍ତ ପାତ୍ରେ ତ୍ୱରିତ, ବେତ୍ରକେ କଟକ କୁଣ୍ଡଳରେ ମଣ୍ଡିତ। ଭଞ୍ଜ. ବୈଦେହୀଶବିଳାସ।]