ବେତ୍ରବତୀ Betrabatī

  • ସଂ. ବି — ମାଳବଦେଶୀୟ ନଦୀବିଶେଷ; ଆଧୁନିକ ବେତୁୟା ନଦୀ — Name of a river in Malabar
  • ସଂ. ବି — [ଉ—ବେତ୍ରବତୀଧୌତ ପୁରୀ ବିଦିଶା ଲକ୍ଷଣା—ରାଧାନାଥ. ମହାଯାତ୍ରା।]
  • ସଂ. ବି — ବେତ୍ରାସୁରର ମାତା — Name of the mother of demon Betrā