ବେତ୍ତା Bettā
- ସଂ. ବିଣ. ପୁଂ—(ବିଦ୍ ଧାତୁ=ଜାଣିବା+କର୍ତ୍ତୃ. 1 ମା. 1 ବ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବେଦବେତ୍ତା, ବିଜ୍ଞାନବେତ୍ତା, ଭବିଷ୍ୟବେତ୍ତା) — ଯେ ଜାଣେ — Knowing
- ସଂ. ବିଣ. ପୁଂ—(ବିଦ୍ ଧାତୁ=ଜାଣିବା+କର୍ତ୍ତୃ. 1 ମା. 1 ବ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବେଦବେତ୍ତା, ବିଜ୍ଞାନବେତ୍ତା, ଭବିଷ୍ୟବେତ୍ତା) — ଅଭିଜ୍ଞ — Versed in; conversant with
- ସଂ. ବିଣ. ପୁଂ—(ବିଦ୍ ଧାତୁ=ଜାଣିବା+କର୍ତ୍ତୃ. 1 ମା. 1 ବ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବେଦବେତ୍ତା, ବିଜ୍ଞାନବେତ୍ତା, ଭବିଷ୍ୟବେତ୍ତା) — ପରିଣୀତା — Married to; marrying
- ସଂ. ବିଣ. ପୁଂ—(ବିଦ୍ ଧାତୁ=ଜାଣିବା+କର୍ତ୍ତୃ. 1 ମା. 1 ବ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବେଦବେତ୍ତା, ବିଜ୍ଞାନବେତ୍ତା, ଭବିଷ୍ୟବେତ୍ତା) — ଲାଭକର୍ତ୍ତା — Possessed of; gaining