ବେତେରା Beterā

  • ଦେ. ବି (ସଂ. ବେତ୍ର) — ଘରର ଚାଳର ରୁଅ ଉପରେ ବତା ପକାଇ ତାକୁ ବେତଦ୍ୱାରା ବୁଣିବା — Act of weaving canes on the rafters of a thatch
  • ଦେ. ବି (ସଂ. ବେତ୍ର) — ବେତଦ୍ୱାରା ବୁଣିବା — Weaving with cane strips