ବେତୁରେଇବା Betureibā
- ଦେ. କ୍ରି (ସଂ. ବେତର ନାମ ଧାତୁ) — ଘରର ରୁଅ ଉପରେ ବତାକୁ ବେତଦ୍ୱାରା ବାନ୍ଧିବା — To tie split bamboos with the rafers of a thatch with cane
- ଦେ. କ୍ରି (ସଂ. ବେତର ନାମ ଧାତୁ) — ଚଉକି, ଖଟଆଦିକୁ ବେତରେ ବୁଣିବା — To weave with cane strips
- ଦେ. କ୍ରି (ସଂ. ବେତର ନାମ ଧାତୁ) — ବେତ୍ରାଘାତ କରିବା; ବେତେଇବା — To strike with canes