ବେତଇନ୍ Be tain

  • ଦେ. ବିଣ. (ଫା. ବେ+ତୟନ=ନିଶ୍ଚିତ) — ଅନିଶ୍ଚିତ; ବେଠିକ — Uncertain
  • ଦେ. ବିଣ. (ଫା. ବେ+ତୟନ=ନିଶ୍ଚିତ) — ଅନିର୍ଦ୍ଦିଷ୍ଟ — Unascertained