ବେଚାରି Bechāri

  • ବୈଦେ. ବିଣ. ପୁଂ (ଫା ବେ+ଚାରା=ଉପାୟ) — ଅଶକ୍ତ; ଅକ୍ଷମ (ତୁଳନାକର—ସଂ. ବରାକ) — Powerless; impotent
  • ବୈଦେ. ବିଣ. ପୁଂ (ଫା ବେ+ଚାରା=ଉପାୟ) — ନାଚର; ନିରୁପାୟ — Resourceless; remediless
  • ବୈଦେ. ବିଣ. ପୁଂ (ଫା ବେ+ଚାରା=ଉପାୟ) — ନିରୀହ — Innocent
  • ବୈଦେ. ବିଣ. ପୁଂ (ଫା ବେ+ଚାରା=ଉପାୟ) — ନିରାଶ୍ରୟ — Helpless
  • ଦେ. ବି (ଅନୁକମ୍ପାର୍ଥକ ପ୍ରୟୋଗ)— ସଂ. ବରାକ) — ବିଚାରା; ନିରୀହ ବ୍ୟକ୍ତି — Poor man