ବେଙ୍ଗୁଳା Beṇguḻā
- ଦେ. ବି — ଫଡ଼ା, କୌଣସି ପଦାର୍ଥ ଫାଟିଯାଇ ତହିଁରୁ ଚିରିଯିବା ଖଣ୍ଡମାନ — Strips into which a thing bursts
- ଦେ. ବି — (ଯଥା, ଏ ପୁରୁଣା ଲୁଗା ବେଙ୍ଗୁଳା ବେଙ୍ଗୁଳା ହୋଇ ଚିରିଗଲାଣି।
- ଦେ. ବି — ନୋଳା; ବେତମାଡ଼ରେ ଲମ୍ବା ଦାଗ — Marks left after cane-beating; stripes
- ଦେ. ବି — (ଯଥା—ବେତମାଡ଼ରେ ତା ପିଠି ବେଙ୍ଗୁଳା ଫାଟିଯାଇଛି; ତା ପିଠିରେ ବେଙ୍ଗୁଳା ବସିଛି।)