ବେଙ୍ଗି ବଥ Beṅgi batha
- ଦେ. ବି — ପିଲାମାନଙ୍କ ମୁଣ୍ଡରେ ଓ ବେକରେ ଉଠିବା ବଥ — Boils coming out on the head and neck of children
- ଦେ. ବି — [ଦ୍ର—ଯେଉଁ ପିଲାମାନଙ୍କ ବେକରେ ଓ ମୁଣ୍ଡରେ ବେଙ୍ଗି ବଥ ହୋଇ— ଥାଏ ସେମାନଙ୍କ ବେକରେ ବେଙ୍ଗି କଉଡ଼ି ବାନ୍ଧିଦେଲେ ବେଙ୍ଗି ବଥ ଉଣା ହେଇଯିବାର ଦେଖାଯାଏ।]