ବେଙ୍ଗୁଲୀ Beṅgulī

  • ଦେ. ବି — (ଶିଶୁ ଭାଷା)—ଶିଶୁମାନଙ୍କ ବେଙ୍ଗକୁ ଆଦର ସମ୍ବୋଧନ — The name of frog used by children
  • ଦେ. ବି — [ଉ— ବେଙ୍ଗୁଲୀ ବେଙ୍ଗୁଲୀ ! ପାଣିଦଉଁ, ନଈ ସମୁଦର ଭସେଇ ଦଉଁ—ଶିଶୁଗୀତ।]
  • ଦେ. ବି — ମାଈ ବେଙ୍ଗ — A female frog
  • ପ୍ରାଦେ. (ବାମଣ୍ଡା) ବି — ଶିଶୁମାନଙ୍କର ଖେଳ ବିଶେଷ — A kind of out door game of children, frog-trot