ବେ ମିଆଦ Be miāda
- ବୈଦେ. ବିଣ.—(ଫା.) — ଅସୀମ; ଯେଉଁ ବିଷୟରେ ମିଆଦ୍ ବା ସମୟର ସୀମା ନିର୍ଦ୍ଧାରିତ ନ ଥାଏ — Unlimited; indefinite; having no time fixed for performance beforehand; without any stipulated time
- ବୈଦେ. ବିଣ.—(ଫା.) — ମୁକରର; ସ୍ଥାୟୀ — Permanent
- ବୈଦେ. ବିଣ.—(ଫା.) — ଚିରକାଳ ପାଇଁ ନିର୍ଦ୍ଦିଷ୍ଟ — Settled for ever
- ବୈଦେ. ବିଣ.—(ଫା.) — ଯେଉଁ ବିଷୟ ବା ଦାବୀ ପ୍ରତି ତମାଦି ଆଇନ ଖଟେ ନାହିଁ — Unaffected with the law of limitation