ବେ ମାଲୁମ୍ Be mālum
- ବୈଦେ. ବି (ଫା. ବେ+ମାଆଲୁମ=ବୋଧ) — ଅଗୋଚର; ଅବିଦିତ; ଅଜଣା; ଅଜ୍ଞାତ — Unknown; unperceived
- ବୈଦେ. ବି (ଫା. ବେ+ମାଆଲୁମ=ବୋଧ) — ଅବୋଧ୍ୟ — Incomprehensible
- ବୈଦେ. କ୍ରି. ବିଣ — ଅଜ୍ଞାତଭାବରେ — Unawares
- ବୈଦେ. କ୍ରି. ବିଣ — ଅଜଣାରେ — Without any previous initmation