ବେ ମିଆଦପଟା Be miādapaṭa

  • ଦେ. ବି — ଯେଉଁ ପଟାରେ ପଟାଲିଖିତ ବୃତ୍ତିକୁ ରଇତ କେତେକାଳ ସକାଶେ ଦଖଲ କରିବ ଏହା ଲେଖା ହୋଇ ନ ଥାଏ; ମୁକରିର ପଟ୍ଟା; ଚିରସ୍ଥାୟୀ ପଟା — A permanent lease; a lease granted for an indefinite term