ବେ ମହତ Bemahata

  • ଦେ. ବି—(ଫା. ବେ+ସଂ. ମହତ୍ତ୍ୱ) — ଅସମ୍ମାନ; ଅସମ୍ଭ୍ରମ — Loss of respect or prestige
  • ଦେ. ବି—(ଫା. ବେ+ସଂ. ମହତ୍ତ୍ୱ) — ଅଭଦ୍ରତା — Rudeness; uncivility
  • ଦେ. ବିଣ — ବେମହତି (ଦେଖ) — Bemahati (See)