ବେ ଠଉର Be ṭhaura

  • ଦେ. ବିଣ.—(ଫା. ବେ+ସଂ. ସ୍ଥିର) — ଅନିଶ୍ଚିତ — Unsure; uncertain
  • ଦେ. ବିଣ.—(ଫା. ବେ+ସଂ. ସ୍ଥିର) — ଅସ୍ଥିର — Fickle; wavering
  • ଦେ. ବିଣ.—(ଫା. ବେ+ସଂ. ସ୍ଥିର) — ଅଦୃଢ଼ — Unstable; unfirm
  • ଦେ. ବିଣ.—(ଫା. ବେ+ସଂ. ସ୍ଥିର) — ଯାହା ଠିକ୍ ହୋଇ ବସି ନ ଥାଏ — Unsteady