ବେ ଠିକ୍ Be ṭhik

  • ବୈଦେ. ବିଣ (ଫା) — ଅନିଶ୍ଚିତ; ସ୍ଥିରତାରହିତ; — Uncertain
  • ବୈଦେ. ବିଣ (ଫା) — ଅପ୍ରକୃତ; ଅସତ୍ୟ — Inaccurate; untrue
  • ବୈଦେ. ବିଣ (ଫା) — ଭ୍ରମଯୁକ୍ତ — Mistaken; erroneous