ବେ ତଇ ନାତ୍ Be tai nāt

  • ବୈଦେ. ବିଣ. (ଫା. ବେ+ତଅୟ୍ୟୁନ୍) — ଅନିଯୁକ୍ତ — Unengaged; not appointed
  • ବୈଦେ. ବି. (ଫା) — ନିୟୋଗହୀନତା, ଚାକିରି ଅଭାବ — Unemployment