ବେ ଟାଇନ୍ ଗାଡ଼ି Be ṭāin gāṟḍ̠i

  • ଦେ. ବି — ଯାତ୍ରା ଆଦି ଉପଲକ୍ଷରେ ଅତିରିକ୍ତ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ସାଧାରଣ ଦିନରେ ନିର୍ଦ୍ଦିଷ୍ଟ ରେଳଗାଡ଼ିମାନଙ୍କ ଛଡ଼ା ଅନ୍ୟ ସମୟରେ ଯେଉଁ ଅଧିକା ରେଳଗାଡ଼ି ମାନ ଚଳେ — Extra or special trains running on occassions of uncommon rush of passengers