ବେ ଆଇନ୍ Be-āin

  • ବୈଦେ. ବିଣ (ଫା. ବେ+ଆଇନ୍=ନିୟମ) — ଅବୈଧ; ଆଇନ୍ବିରୁଦ୍ଧ — Illegal; unlawful
  • ବୈଦେ. ବିଣ (ଫା. ବେ+ଆଇନ୍=ନିୟମ) — ଅନ୍ୟାୟ — Unjust
  • ବୈଦେ. ବି — ଅବିଚାର — Injustice
  • ବୈଦେ. ବି — ଆଇନର ଲଙ୍ଘନ — Infringement or breach of law