ବେ ଆଦବି Be-ādabi

  • ବୈଦେ. ବି—(ଫା) — ଅଶିଷ୍ଟତା; ଅଭଦ୍ରତା — Rudeness; incivility
  • ବୈଦେ. ବି—(ଫା) — ଧୃଷ୍ଟତା — Importunity; insolence
  • ବୈଦେ. ବି—(ଫା) — ଦୂରନ୍ତପଣ — Wickedness
  • ଦେ. ବିଣ — ବେ—ଆଦବ୍ (ଦେଖ) — Beādab (See)